ବିପଦରେ ଗୋ-ପଶୁ ସମ୍ପଦ : ସାଢ଼େ ୭ ଲକ୍ଷ ଗୋସମ୍ପଦ ପାଇଁ ୧୨୩ ଡାକ୍ତର ଓ କର୍ମଚାରୀ

କଟକ ସଦରରେ ନାହାନ୍ତି ଏଲ୍‌ଆଇ, ଭିଟି କଟକ: କଟକ ଜିଲ୍ଲାରେ ବିପଦରେ ଗୋ-ପଶୁ ସମ୍ପଦ। ସାଢେ ୭ଲକ୍ଷ ଗାଈ, ଗୋରୁ, ଛେଳି, ମେଣ୍ଢାଙ୍କ ଚିକିତ୍ସା ପାଇଁ ରହିଛନ୍ତି ମାତ୍ର ୧୨୩ଜଣ ଡାକ୍ତର ଓ କର୍ମଚାରୀ। କେଉଁଠି ଜଣଙ୍କ ହାତରେ ଚାଲିଛି କେନ୍ଦ୍ର ତ’ ପୁଣି କେଉଁଠି ଅଧାଙ୍କୁ ନେଇ ଚାଲିଛି କାର୍ଯ୍ୟ। ଏଭଳି ସ୍ଥିତି ଦେଖିବାକୁ ମିଳିଛି ସମଗ୍ର କଟକ ଜିଲ୍ଲାରେ। ୨୧୭ ଡାକ୍ତର ଓ କର୍ମଚାରୀଙ୍କ ସ୍ଥାନରେ ୧୨୩ଜଣଙ୍କୁ … Continue reading ବିପଦରେ ଗୋ-ପଶୁ ସମ୍ପଦ : ସାଢ଼େ ୭ ଲକ୍ଷ ଗୋସମ୍ପଦ ପାଇଁ ୧୨୩ ଡାକ୍ତର ଓ କର୍ମଚାରୀ